ପାକିସ୍ତାନରେ ରାଜନୈତିକ ଅସ୍ଥିରତା ବିପଦ ଟଳିଲା
ଇସ୍ଲମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ସ୍ଥିର ହେଲା। ଅନାସ୍ଥା ଭୋଟ୍ରେ ଜିତିଲେ ଇମ୍ରାନ ଖାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆଜି ସଂସଦରେ ହୋଇଥିବା ଅନାସ୍ଥା ଭୋଟକୁ ଜିତି ନେଇଛନ୍ତି ଇମ୍ରାନ ଖାନ୍।...