Breaking News

ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି

କଟକ,୦୮/୦୩: ଟିକା ନେବା ପରେ ପଜିଟିଭ୍ ।  କୋଭିଡ ପ୍ରଥମ ଡୋଜ୍‌ ଟିକା ନେବା ପରେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭିଜିଲାନ୍ସ ବିଭାଗର ଜଣେ ଏସ୍‌ପି । ପଜିଟିଭ ଚିହ୍ନଟ ହେବା ପରେ...

ଅନ୍ତର୍ଜାତୀୟ ମହିଳା ଦିବସ: କ୍ରୀଡାଠୁ ନେଇ ସାମାଜିକ ସେବା, ‘ଓ୍ଵିମେନ ଆଚିଭରସ୍ ଅଫ ଓଡିଶା’ରେ ସମ୍ବର୍ଦ୍ଧିତ ହେଲେ ୧୪ ସଫଳ ମହିଳା

ଭୁବନେଶ୍ଵର ୦୮।୦୩: ଦୈନିକ ସମ୍ବାଦପତ୍ର ପ୍ରମେୟ, ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍-୭ ଓ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେଶନ ଅଫ ଏନସିଏଣ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ ଇଣ୍ଡିଆ ପକ୍ଷରୁ...

ନାଳରୁ ବିରାଟକାୟ ସାର୍କର ମୃତଦେହ ଉଦ୍ଧାର : ଘଟଣାସ୍ଥଳରେ ପ୍ରବଳ ଜନସମାଗମ

ସୋର : ବାଲେଶ୍ୱର ସୋରରେ ବିଶାଳକାୟ ସାର୍କର ମୃତଦେହ ଉଦ୍ଧାର । ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର...

ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ପାଇବେ ପିଏମ୍‌ କିଷାନ୍

ଭୁବନେଶ୍ୱର: ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଲାଭ ମିଳିବ। ଏ ନେଇ ଟୁଇଟ୍ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର...

ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଚାଲିଗଲା ପୁଅର ଜୀବନ

ବୌଦ୍ଧ : ଏମିତି ବି ଆସେ ମୃତ୍ୟୁ ! ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଏହି...

ଆଜି ପଞ୍ଚାୟତ ରାଜ ଦିବସ; ସ୍କୁଲ୍‌, କଲେଜ ଛୁଟି

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହି ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କଟକ ସ୍ଥିତ ଆନନ୍ଦ...

“କି ତେଲ ପକାଇଲି ଯେ ଖଣ୍ଡଗିରି ଛକରୁ ଗାଡିକୁ ଠେଲିଲି”

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା HP ପେଟ୍ରୋଲ ପମ୍ପ ସିଲ ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ପରେ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୋଲିସ। ଗତକାଲି ଏହାକୁ ନେଇ ପ୍ରବଳ...
Translate »