Breaking News

ପାକିସ୍ତାନରେ ରାଜନୈତିକ ଅସ୍ଥିରତା ବିପଦ ଟଳିଲା

ଇସ୍‌ଲମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ସ୍ଥିର ହେଲା। ଅନାସ୍ଥା ଭୋଟ୍‌ରେ ଜିତିଲେ ଇମ୍ରାନ ଖାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆଜି ସଂସଦରେ ହୋଇଥିବା ଅନାସ୍ଥା ଭୋଟକୁ ଜିତି ନେଇଛନ୍ତି ଇମ୍ରାନ ଖାନ୍।...

ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ପାଇବେ ପିଏମ୍‌ କିଷାନ୍

ଭୁବନେଶ୍ୱର: ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଲାଭ ମିଳିବ। ଏ ନେଇ ଟୁଇଟ୍ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର...

ଓଡ଼ିଆ ଜାଣି ନଥିବାରୁ ହାତରୁ ଗଲା ସରପଞ୍ଚ ପଦ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନରେ ପି.ସିମାଦ୍ରୀ...

ପ୍ରତି ଭାରତୀୟ ବାର୍ଷିକ ମୁଣ୍ଡପିଛା ୫୦ କେଜି ଖାଦ୍ୟ ନଷ୍ଟ କରୁଛନ୍ତି : UNEPରେ ଆସିଲା ଉଦବେଗଜନକ ତଥ୍ୟ

ନୂଆଦିଲ୍ଲୀ : ଖାଇବା ଗଣ୍ଡାକ ପାଇଁ କିଏ ଡହକ ବିକଳ ହେଉଥିବା ବେଳେ ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ। ପ୍ରତିବର୍ଷ ମୁଣ୍ଡପିଛା ଭାରତରେ ୫୦ କେଜି ଲେଖାଏଁ ଖାଦ୍ୟ ନଷ୍ଟ କରାଯାଉଛି। ୟୁନାଇଟେଡ୍‌ ନେସନସ ଏନଭାଇରନମେଣ୍ଟ୍‌...

ଲଢେଇ ହେବ କିନ୍ତୁ ବିଜୟର ସ୍ୱାଦ ଆମେ ଚାଖିବୁ: ମମତା

କଲିକତା: ପଶ୍ଚିମବଙ୍ଗର ରାଜନୀତିକୁ ନେଇ ଥମିବାରେ ନା ନେଉ ନାହିଁ ଚର୍ଚ୍ଚା। ଗତକାଲି  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଥିଲା ସୁନା ଚୋରାଚାଲାଣ?

ଥିରୁବନନ୍ତପୁରମ୍ : ଦେଶରେ ବଢିବାରେ ଲାଗିଛି ସୁନା ଚୋରା ଚାଲାଣ। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଚୋରା ସୁନାକୁ ଜବତ କରୁଛି କଷ୍ଟମ ବିଭାଗ। ତେବେ କେରଳରେ ଯେଉଁ ଘଟଣା ସାମ୍ନାକୁ ଆସିଛି...

ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଚାଲିଗଲା ପୁଅର ଜୀବନ

ବୌଦ୍ଧ : ଏମିତି ବି ଆସେ ମୃତ୍ୟୁ ! ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଏହି...

ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ: ପୁଣି କମିଲା ସୁନା ଦର । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି ।ସୁନା ଦାମ କମି କମି ଚାଲିଛି । ସୁନା କିଣିବା...

ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ 144 ଧାରା ଜାରି

କଟକ: ବାବା ଧବଳେଶ୍ବରଙ୍କ ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ପାଇଁ 144 ଧାରା ଜାରି କରାଯାଇଛି । 11ତାରିଖ ସକାଳ 6ଟା ସମୟରୁ 12 ତାରିଖ ସକାଳ 6ଟା ଯାଏଁ ବଳବତ୍ତର ରହିବ...

ଫିଲ୍ମ’ସାଇନା’ର ଟିଜର ରିଲିଜ୍

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ସବୁବେଳେ ଭିନ୍ନଭିନ୍ନ ଅନ୍ଦାଜ ଏବଂ ଭିନ୍ନ ଭିନ୍ନ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସନ୍ତି । ଆଉ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି...
Translate »