ମୋଦିଙ୍କୁ ସାମ୍ନାସାମ୍ନି ଡିବେଟ୍ ପାଇଁ ମମତାଙ୍କ ଆହ୍ୱାନ୍, କହିଲେ ଏଥର ଖେଳ ହେବ
ଭୁବନେଶ୍ୱର: କୋଲକାତାର ପରେଡ ଗ୍ରାଉଣ୍ଡରେ ବିଜେପିର ବିଶାଳ ରାଲିରେ ଲୋକଙ୍କୁ ସମ୍ବୋଧନ କରି ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ମୋଦିଙ୍କୁ ସାମ୍ନା ସାମ୍ନି ଡିବେଟ୍ କରିବାକୁ ଆହ୍ୱାନ ଦେଇଛନ୍ତି ଟିଏମ୍ସି...